28/6

28/6

ଆପଣଙ୍କ ପିଲା ବା ପରିବାରର କୌଣସି ସଦସ୍ୟ ମୋବାଇଲ ଫୋନ କିମ୍ବା କମ୍ପ୍ୟୁଟର ଖେଳ ପ୍ରତି ଯଦି ଅଧିକ ଆସକ୍ତ ସେଥିରୁ ତାଙ୍କୁ ନିବୃତ୍ତ କରାନ୍ତୁ । ଏହା ଏକ ମାନସିକ ଅସନ୍ତୁଳିତ ଅବସ୍ଥାର ପରିପ୍ରକାଶ ଭାବେ ଚିହ୍ନଟ ହେଲାଣି । ଏଥିପାଇଁ ହୁଏତ ମାନସିକ ବିଶେଷଜ୍ଞଙ୍କ ସହାୟତା ଲୋଡ଼ାଯାଇପାରେ ।

28/6

Share: