Home » ସ୍ଥାନୀୟ ଖବର » ମିଶନ ଶକ୍ତ ପକ୍ଷରୁ ସମ୍ବର୍ଦ୍ଧନା

ମିଶନ ଶକ୍ତ ପକ୍ଷରୁ ସମ୍ବର୍ଦ୍ଧନା

ମିଶନ ଶକ୍ତ ପକ୍ଷରୁ ସମ୍ବର୍ଦ୍ଧନା

କଟକ(ସକାଳଖବର): ୯/୩, ମହିଦାସବଜାର ମା’ ସର୍ବେଶ୍ୱରୀ ମହିଳା ମିଶନ ଶକ୍ତି ପକ୍ଷରୁ ସ୍ଥାନୀୟ ବୟୋଜ୍ୟେଷ୍ଠ ମହିଳାଙ୍କୁ ବିଶ୍ୱ ମହିଳା ଦିବସ ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଶିଶୁମାନଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗୀତାର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ୧୩ ନମ୍ବର ୱାଡର଼୍ର ପୂର୍ବତନ କର୍ପୋରେଟର ପଦ୍ମା ଭୂୟାଁଙ୍କ ସମେତ ଜଳସାଥି, ସ୍ୱଚ୍ଛ ସାଥି ମହିଳା ମିଶନ ଶକ୍ତି ମହାସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

9/10

Share: