Home » ଆଇନ » ରାଜ୍ୟରେ ୪ଟି ନୂଆ ପରିବାର ଅଦାଲତ ଖୋଲିବ

ରାଜ୍ୟରେ ୪ଟି ନୂଆ ପରିବାର ଅଦାଲତ ଖୋଲିବ

  ରାଜ୍ୟରେ ୪ଟି ନୂଆ ପରିବାର ଅଦାଲତ ଖୋଲିବ

ଭୁବନେଶ୍ୱର, ୧୨/୧୨(ସକାଳଖବର): ରାଜ୍ୟରେ ଚାରିଟି ନୂଆ ଫ୍ୟାମିଲ କୋର୍ଟ ଖୋଲିବ ବୋଲି ଆଇନ୍ ମନ୍ତ୍ରୀ ପ୍ରତାପ ଯେନା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏହି କୋର୍ଟମାନ ଅନୁଗୁଳ, ବୌଦ୍ଧ, ରାଉରକେଲା ଓ ଜଗତସିଂହପୁରରେ ଖୋଲିବ । ଚଳିତ ଆର୍ଥôକ ବର୍ଷ ସୁଦ୍ଧା ଏହି କୋର୍ଟମାନ ଖୋଲାଯିବ ବୋଲି ସେ କହିଛନ୍ତି ।

12

Share: