Home » କ୍ରୀଡା » ଓସିଏର ନିର୍ବାଚନରେ ଅଂଶ ଗ୍ରହଣ କରିପାରିବେ ଆଶୀର୍ବାଦ ବେହେରା

ଓସିଏର ନିର୍ବାଚନରେ ଅଂଶ ଗ୍ରହଣ କରିପାରିବେ ଆଶୀର୍ବାଦ ବେହେରା

  ଓସିଏର ନିର୍ବାଚନରେ ଅଂଶ ଗ୍ରହଣ କରିପାରିବେ ଆଶୀର୍ବାଦ ବେହେରା

କଟକ, ୨୦ /୯(ସକାଳଖବର): ଏଟି ଚିଟଫଣ୍ଡ ମାମଲାରେ ଗିରଫ ହୋଇ ବିଚାର ହାଜତରେ ଥିବା ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ସଭ୍ୟ ପଦ ରବ୍ଦ ହୋଇନାହିଁ । ସେ ଓସିଏର ନିର୍ବାଚନରେ ଅଂଶ ଗ୍ରହଣ କରିପାରିବେ । ସେ ଜାମିନରେ ଆସି ଏହି ଭୋଟ ଦେଇ ପାରିବେ ବୋଲି ନିର୍ବାଚନ ଅଧିକାରୀ ଏମ.ଏଲ. ମଜୁମଦାର ପ୍ରକାଶ କରିଛନ୍ତି ।

20

Share: