Home » କ୍ରୀଡା » ଦୋହା ଚାମ୍ପିଅନସିପ୍ ପାଇଁ ଦୂତି ମନୋନୀତ

ଦୋହା ଚାମ୍ପିଅନସିପ୍ ପାଇଁ ଦୂତି ମନୋନୀତ

   ଦୋହା ଚାମ୍ପିଅନସିପ୍ ପାଇଁ ଦୂତି ମନୋନୀତ

ଭୁବନେଶ୍ୱର, ୧୨/୯(ସକାଳଖବର): ଦୌଡ଼ରାଣି ଦୂତି ଚାନ୍ଦ ଆସନ୍ତା ୨୭ ତାରିଖରେ ଦୋହାଠାରେ ଅନୁଷ୍ଠିତ ହେଉଥିବା ବିଶ୍ୱ ଚମ୍ପିଆନସିପରେ ଅଂଶଗ୍ରହଣ କରିବେ । ୧୦୦ ମିଟର ପ୍ରତିଯୋଗିତାରେ ଭାଗ ନେବେ ।

12

Share: