Home » ଆଇନ » ସୁପ୍ରିମ୍ କୋର୍ଟ ରେ ବଂଶଧାରା ବିବାଦର ଶୁଣାଣି

ସୁପ୍ରିମ୍ କୋର୍ଟ ରେ ବଂଶଧାରା ବିବାଦର ଶୁଣାଣି

   ସୁପ୍ରିମ୍ କୋର୍ଟ ରେ ବଂଶଧାରା ବିବାଦର ଶୁଣାଣି

ଭୁବନେଶ୍ୱର,୬/୩(ସକାଳଖବର): ଓଡିଶା ଓ ଆନ୍ଧ୍ର ମଧ୍ୟରେ ବଂଶଧାରା ଜଳ ବିବାଦ ମାମଲାରେ ବୁଧବାର ସୁପ୍ରିମ୍ କୋର୍ଟରେ ଶୁଣାଣୀ କରାଯାଇଛି । ନେରେଡି ଓ କାଟ୍ରାଗୁଡା ବ୍ୟାରେଜ୍ ଉପରେ ଯୁଗ୍ମ ସର୍ଭେ କରିବାକୁ ଓଡିଶା ପରୁ ଦାବି କରାଯାଇଥିଲା । ଏପ୍ରିଲ ୨ , ୩ ଓ ୪ ତାରିଖରେ ମାମଲାର ପରବର୍ତୀ ଶୁଣାଣି କରାଯିବ ।

6/3

Share: