About us

ଆଜିକୁ ୬ ବର୍ଷ ତଳେ ଘୋଷଯାତ୍ରା ଅବସରରେ ମୁଦ୍ରିତ ରୂପରେ ପ୍ରକାଶ ପାଇଥିଲା "ସକାଳ ଖବର" ଏହାକୁ ଏକ ଆଗଧାଡ଼ିର ସମ୍ବାଦପତ୍ରରେ ପରିଣତ କରିବା ପାଇଁ ଆମେ କିଛି ନିଷ୍ଠାପର ସାମ୍ବାଦିକ ଦେଖିଥିଲୁ ସ୍ୱପ୍ନା ସଂପାଦର ମୁଖ୍ୟଦାୟତ୍ୱ ଥିଲା ମୋ ଉପରୋ କିନ୍ତୁ କାଗଜ ପ୍ରକାଶ ପରେ ଆମେ ବୁଝିପାରିଥିଲୁ ଏହାର ଜଟିଳ ଅର୍ଥନୀତି ଏହି ଜଟିଳ ଅର୍ଥନୀତି ମଧ୍ୟରେ ଅର୍ଥହୀନ ଅନ ସହଯୋଗୀଙ୍କ ସହାୟତାରେ ଏହାକୁ ନିୟମିତ ପ୍ରକାଶ କରିବା ସମ୍ଭବପର ହୋଇପାରିଲା ନାହିାଁ ତେବେ ଏହି ୬ ବର୍ଷ ସମୟ ମଧ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତିର କ୍ଷୀପ୍ର ବିକାଶ ସହ ଗଣମାଧ୍ୟମରେ ଘଟିଯାଇଛି ଅନେକ ପରିବର୍ତ୍ତନ ବିଶ୍ୱ ୪ର୍ଥ ଶିଳ୍ପ ବିପ୍ଲବ ଆଡ଼କୁ ଅଗ୍ରସରା ଏବେ ଡ଼ିଜିଟାଲ ଓ ସାମାଜିକ ଗଣମାଧ୍ୟମର ଆଦର ଓ ଚାହିଦା ବୃଦ୍ଧିପାଇଛିା ଏଥିରେ କାଗଜ, କାଳି,ଏଜେଣ୍ଟ, ବିତରକ ଓ କାଗଜ ପରିବହନ ଚାପ ନହିାଁ ଏହାର ପ୍ରଭାବ ମଧ୍ୟ ଅନୁଭୂତ ହେଉଛିା ଏହି କାରଣରୁ ସକାଳ ଖବରର ଏହି ନବକଳେବରା ସକାଳ ଖବରର ଇ-ରୂପକୁ ଚକାଡେ଼ାଳାଙ୍କୁ ଲାଗି ଦେଇ ଏହି ଉଦ୍ୟମ ପ୍ରତି ପ୍ରଭୁଙ୍କ କରୁଣା କାମନା କରୁଛିା ଆଦିପୁରୁଷ ଅଦୃଶ୍ୟଙ୍କ ଆଶୀର୍ବାଦ ରହିଲେ ସକାଳ ଖବର ନିଜର ମୁଦ୍ରିତ ରୂପ ପୁଣି ହୁଏତ ଫେରିପାରିବା